ଖାଦାନରୁ ବେଆଇନ ପଥର ଲୁଟ୍‌, ରାଜସ୍ବ ହାନି

ନବରଙ୍ଗପୁର, ୨୪।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟ ତହସିଲ ଅଧୀନରେ ଥିବା ବିଭିନ୍ନ ଖଣି ଖାଦାନରୁ ବେଆଇନ ଭାବେ ପଥର ଲୁଟ୍‌ ହେବାରେ ଲାଗିଛି। ବିଭିନ୍ନ ଠିକା…

ହଜରତ ଟିପୁ ସୁଲତାନ ଉପରେ ନିର୍ମାଣ ହେବନି ଫିଲ୍ମ, ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଟଳ, ବାଲ ଶିବାଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂ କିଛି ସମୟ ପୂର୍ବରୁ ମୈଶୁରର…

ଇଶାନଙ୍କୁ ମିଳିବନି ସୁଯୋଗ! ପ୍ରଥମ ଦିନିକିଆରେ ଏଭଳି ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୨୪।୭: ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୭ରୁ ଖେଳାଯିବ। ସବୁଠୁ ବଡ ପ୍ରଶ୍ନ ହେଉଛି…

ସମୁଦ୍ରରେ ପହଁରୁଛି ଗୋଲାପୀ ଡଲ୍‌ଫିନ୍‌, ଭିଡିଓ ଦେଖିଲେ…

ଲୁଧିଆନା ଉପକୂଳବର୍ତ୍ତୀ ମେକ୍ସିକୋ ଗଲ୍ଫରେ ଗତ ସପ୍ତାହରେ ଏକ ବିରଳ ଗୋଲାପୀ ଡଲ୍‌ଫିନ୍‌ ପହଁରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଏକ ସ୍ପ୍ଲାସ ସୃଷ୍ଟି…

ମଣିପୁରରେ ଜାତିଆଣ ହିଂସାକୁ ଏଡ଼ାଯାଇପାରିଥାନ୍ତା: ଭାଜପା ବିଧାୟକ

ନୂଆଦିଲ୍ଲୀ,୨୪ା୭: ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ମଣିପୁରରେ ଜାତିଆଣ ହିଂସା ଓ ଯୌନହିଂସାକୁ ଏଡ଼ାଯାଇପାରିଥାଆନ୍ତା ବୋଲି ରାଜ୍ୟର ଭାଜପା ବିଧାୟକ ପାଓଲିଏନଲାଲ ହାଓକିପ୍‌…

‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’

ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି…

ଏନଡିଏରେ ସାମିଲ ହେବା ପରେ ଆକ୍ସନ ମୋଡରେ ଓମ ପ୍ରକାଶ, ମିଶନ ୮୦କୁ ନେଇ ପ୍ରସ୍ତୁତ କଲେ ରଣନୀତି

ଲକ୍ଷ୍ନୌ,୨୪।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ସାମିଲ ହେବା ପରେ କ୍ରମାଗତ ଭାବରେ ଆକ୍ସନ ମୋଡରେ ଅଛନ୍ତି। ଅନ୍ୟପକ୍ଷରେ ସେ…

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ ଦାରା…

ଏକ ମାସ ହେବ ନିଖୋଜ ହେଲେଣି ଚାଇନା ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ଶତ୍ରୁତା ନା ଆମେରିକା ଟିଭି ଆଙ୍କରଙ୍କ ସହ ଆଫେୟାର କ’ଣ ଏହାର କାରଣ

ବେଜିଂ,୨୪।୭: ଚାଇନାର ୫୭ ବର୍ଷୀୟ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଦୀର୍ଘ ଏକ ମାସ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତ। ସେ ତାଙ୍କର ସ୍ଥିର କାର୍ଯ୍ୟକ୍ରମରେ ବିଦେଶୀ…

୫୪ ବର୍ଷ ପରେ ପହଞ୍ଚିଲା ଚିଠି, ଏଥିରେ ଲେଖାଥିଲା…

ଆପଣ ଭାବୁଛନ୍ତି କି କେବଳ ଆମ ଦେଶରେ ଡାକସେବା ବିଳମ୍ବ ହେଉଛି। ନା ଆଜ୍ଞା ଅନ୍ୟ ଦେଶରେ ମଧ୍ୟ ଏହି ସେବା ବିଳମ୍ବ ହେଉଛି। ବର୍ତ୍ତମାନ ଏକ…