୨୬୫ ରନ୍‌ରେ ଅଟକିଲା ବାଂଲାଦେଶ

କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ଷଷ୍ଠ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ…

ଆମ ହସ୍ପିଟାଲ କାର୍ଯ୍ୟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୫।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ଛତ୍ରପୁର ହସ୍ପିଟାଲ ପରିଦର୍ଶନ କରି ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା ୫-ଟି ରୁପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ…

ସମୂହ ଛୁଟିରେ ଶିକ୍ଷକ

କୋରାପୁଟ,୧୫।୯(ଅମିତାଭ ବେହେରା): ରାଜ୍ୟ ଏବଂ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘ ଶୁକ୍ରବାରଠାରୁ ସମୂହ ଛୁଟିରେ ଯିବାକୁ ଘୋଷଣା କରିଛି।…

ନୂଆଁ ଖାଇଲେ ୩ ଗ୍ରାମବାସୀ

କେସିଙ୍ଗା,୧୫।୯(ତୁମେଶ୍ୱର ସାହୁ): ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ କରାଯିବ। ଏନେଇ ଗାଁଠୁ ସହର ସବୁଠି ଚଳଚଞ୍ଚଳ।…

ମୋଦିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: ନିକଟରେ ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି। ଏବେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ହିମାଚଳର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ।…

ବୁଲଡଗ୍‌ ଉପରେ ପ୍ରତିବନ୍ଧକ ଲଗେଇବ ବ୍ରିଟେନ

ଇଂଲଣ୍ଡ,୧୫।୯: ବ୍ରିଟିଶ ସରକାର ଆମେରିକୀୟ ଏକ୍ସଏଲ ବୁଲି କୁକୁର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ପ୍ରଜାତିର କୁକୁରମାନେ ବ୍ରିଟେନର…

ଭିଡିଓ କନ୍‌ଫରେନ୍ସରେ ୫-ଟି ସଚିବଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟର ଅଗ୍ରଗତି…

ନିପା ଭାଇରସରେ ମୃତ୍ୟୁହାର କରୋନାଠାରୁ ବହୁ ଅଧିକ:ଆଇସିଏମଆର ଡିଜି

ନୂଆଦିଲ୍ଲୀ,୧୫।୯: ଦେଶରେ ନିପା ଭାଇରସର ସଂକ୍ରମଣ ମାମଲା ମିଳିବା ପରେ ସରକାର ସତର୍କ ହୋଇଯାଇଛନ୍ତି। ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ଟର ରାଜୀବ ବହଲ ଶୁକ୍ରବାର କହିଛନ୍ତି ଯେ ନିପା…

ଶିଶୁ ଅପହରଣ, ହତ୍ୟା ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁଚର୍ଚ୍ଚିତ ୧ ବର୍ଷର ଶିଶୁ ଅପହରଣ ଏବଂ ହତ୍ୟା…

ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା…