ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ…

ଗୋଟିଏ ସାମ୍ବିଧାନିକ ଧର୍ମ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୧୯ା୯: ସାରା ଦେଶରେ ଗୋଟିଏ ‘ସାମ୍ବିଧାନିକ ଧର୍ମ’ ପ୍ରଚଳନ ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ନିଜ ଧର୍ମ ବିଶ୍ୱାସରୁ ଲୋକଙ୍କୁ ଦୂରେଇ…

ତଥ୍ୟ ସଂଗ୍ରହ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୯ା୯: ଭାରତର ପ୍ରଥମ ସୌର ଅଭିଯାନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ-ଏଲ୍‌୧ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏହା ପୃଥିବୀ ଚତୁଃପାର୍ଶ୍ୱରେ ଥିବା କଣିକାଗୁଡ଼ିକର ଗୁଣ ସମ୍ପର୍କରେ…

ବାଘଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା

ନାଗପୁର,୧୯।୯: ବାଘର ଗତିବଧି ସମ୍ପର୍କରେ ତ୍ୱରିତ ସୂଚନା ଦେବା ଲାଗି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ୟାମେରା ବିକଶିତ ହୋଇଛି। ଏହି ଟେକ୍ନୋଲଜିକୁ ଟ୍ରାଏଲ୍‌ଗାର୍ଡ ଏଆଇ କମ୍ପାନୀ…

ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧ ବିମାନ ପଠାଇଲା ଚାଇନା

ତାଇପେଇ,୧୯ା୯: ଚାଇନା ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧବିମାନ ପଠାଇ ଭୟର ବାତାବରଣ ସୃଷ୍ଟି କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ରବିବାର ସକାଳ ୬ରୁ…

୨୦୨୪ ପରେ ଦେଶରେ ହୋଇ ନ ପାରେ କୌଣସି ନିର୍ବାଚନ: ମନୋଜ ଝା

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏମ୍‌ପି ମନୋଜ ଝା ଏକ ବଡ଼ ଦାବି କରିଛନ୍ତି। ୨୦୨୪ ପରେ ଦେଶରେ କୌଣସି…

ପ୍ରିୟଙ୍କା-ମାୟାବତୀଙ୍କ ମଧ୍ୟରେ ସାକ୍ଷାତ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୯: ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’ରେ ବିଏସପିକୁ ଆଣିବା ପାଇଁ ଆଭ୍ୟନ୍ତରୀଣ ପ୍ରୟାସ କରାଯାଉଛି। ଏଥିରେ କଂଗ୍ରେସ ସୁତ୍ରଧାର ଭୂମିକା ଗ୍ରହଣ କରୁଛି। ଯଦି ସବୁକିଛି ଏହିପରି…

ପଞ୍ଚମ ଥର ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୧୯।୯: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୍‌୧ ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି। ଭାରତୀୟ ସ୍ପେସ ଏଜେନ୍ସି…

ଭାଜପାକୁ ପୁଣି ଝଟ୍‌କା

ଭୋପାଳ,୧୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଆଉ ଏକ ଝଟ୍‌କା ଲାଗିଛି। ଇନ୍ଦୋର ଭାଜପା ନେତା ଦୀନେଶ ମାଲହର ଏବଂ ପ୍ରମୋଦ…

୧୭୧୯ ବୋତଲ କଫ୍‌ ସିରପ ଜବତ୍‌, ୧୮ ଗିରଫ

ବଲାଙ୍ଗୀର, ୧୮ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୋଲିସ ସୋମବାର ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ପୋଲିସ ଟିମ୍‌ ରବିବାର ବିଳମ୍ବିତ ରାତିରେ…