ୱାଶିଂଟନ୍,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଠ୍ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି। ଆକ୍ରମଣରେ ମୋଜତାବାଙ୍କ ଶରୀର ବିକୃତ ହୋଇଯାଇଥିବା ପ୍ରତିରକ୍ଷା ସଚିବ କହିଛନ୍ତି।
ଆମେରିକାର ଆକ୍ରମଣରେ ତାଙ୍କ ପିତାଙ୍କ ମୃତ୍ୟୁ ହେବାର ଦୁଇ ସପ୍ତାହ ପରେ ସେ ଇରାନବାସୀଙ୍କୁ ପ୍ରତିଶୋଧ ନେବାର ପ୍ରତିଶ୍ରୁତି ଦେଇଥିଲେ।