ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ପରେ….

ବାଙ୍କୀ,୧୯।୯: ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ବ୍ୟକ୍ତି।ସେଠାରେ ପେଟ୍ରୋଲ ପକାଇ ଫେରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାଙ୍କୀରେ। ଭଗିପୁର ଅଞ୍ଚଳରେ ପେଟ୍ରୋଲ ସରିଯିବା ପରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ପାରିଲାନି ଗାଡି । ବୋତଲରେ ତେଲ ଦେଉ ନ ଥିବାରୁ ଗାଡିର ତେଲ ଟାଙ୍କି ଖୋଲି ପ୍ରେଟୋଲ ପମ୍ପ ନେଲେ ଜଣେ ଯୁବକ।