ଯୁବକଙ୍କୁ  ସହାୟତାର ହାତ ବଢ଼ାଇଲେ, ସହାୟତାର ହାତ ବଢ଼ାଇଲେ…

ଛତ୍ରପୁର,୧୫।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାରଳାମହାରାଜା କଲେଜ ନିକଟରେ ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟାଙ୍ଗଣା ପଲ୍ଲୀ ଗ୍ରାମର ରବୀନ୍ଦ୍ର ସାହୁ (୩୦)।
ଘଟଣାସ୍ଥଳରେ ଚମାଖଣ୍ଡି ପୋଲିସ ପହଞ୍ଚି ମୃତ ରବୀନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶନିବାର ଛତ୍ରପୁର ତହସିଲଦାର ବିଦ୍ୟା ମହାନ୍ତି ରେଡକ୍ରସ ଫଣ୍ଡରୁ ରବୀନ୍ଦ୍ରଙ୍କ ପରିବାର କୁ ୩୦,୦୦୦ ଟଙ୍କା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ପାଣ୍ଠିରୁ ୨୦, ୦୦୦ ଟଙ୍କା ଓ ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି.ସୁଦାମ  ହରିଶ ଚନ୍ଦ୍ର ଯୋଜନାରେ ସାହାଯ୍ୟ କରିବା ସହିତ ଗରିବ ରବୀନ୍ଦ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ସାହାଯ୍ୟ କରାଯିବ ବୋଲି ଛତ୍ରପୁର ବିଧାୟକ କହିଛନ୍ତି।
Dharitri – Odisha’s No.1 Odia Daily