ପୁରୀ,୧୫।୧୦: ଅନ୍ଲାଇନ୍ରେ ଅନ୍ନପ୍ରସାଦ ବା ଅବଢ଼ା ମିଳିବା ନେଇ ବିଜ୍ଞାପନ ଜାରି ହୋଇଛି। ଏକ ଫୁଡ ଆପ୍ଲିକେଶନ ପକ୍ଷରୁ ଅବଢ଼ା ବିଜ୍ଞାପନ ଜାରି ହୋଇଥିବା ବେଳେ ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା ରହିଛି। ଭକ୍ତଙ୍କୁ ଠକେଇର ଅଭିନବ ଉପାୟ ବୋଲି ମତ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily