ମଧ୍ୟାହ୍ନ ସୁଦ୍ଧା ଭଦ୍ରକରେ ୪୦ ପ୍ରତିଶତ ମତଦାନ

ଭଦ୍ରକ,୧ା୬(ସନାତନ ରାଉତ): ଶନିବାର ଭଦ୍ରକ ଜିଲାର ଲୋକ ସଭା ଓ ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ଚାଲିଛି। ମଧ୍ୟାହ୍ନ ୧୨ ଟା ୩୦ ସୁଦ୍ଧା ୪୦ ପ୍ରତିଶତ ମତଦାନ ସରିଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବ ହୋଇଛି। ବନ୍ତ ବ୍ଲକ ୪୭ ନଂ ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁ ମତଦାନ ୧ ଘଣ୍ଟା ବିଳମ୍ବ ହୋଇଥିଲା। ଜିଲାର ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିବେ।

Share
Tags: bhadrak