A demonstrator holds a Honduran flag during a protest against Honduras' President Juan Orlando Hernandez and his government in Tegucigalpa, Honduras, January 27, 2019. RUTERS/Jorge Cabrera - RC1838B45540
ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପୂର୍ବବର୍ଷ ତୁଳନାରେ ଏହା କମ୍ ବୋଲି କହିଛନ୍ତି ନ୍ୟାଶନାଲ ପୋଲିସ ରିଗୋବେରଟୋ ରୋଡ୍ରିଗୁଜର ଡେପୁଟି ଇନ୍ସପେକ୍ଟର । ସେ କହିଛନ୍ତି ୨୦୨୦ ନୂଆବର୍ଷ ପାଳନ ବେଳେ ବିଭିନ୍ନ ସ୍ଥାପରେ ହୋଇଥିବା ହିଂସାରେ ପ୍ରାୟ ୩,୪୮୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ୪,୦୮୨ ଜଣଙ୍କର ମୃତ୍ୟୁ ହୋଇଥିଲା ।