ସମ୍ବଲପୁରରେ ବନ୍ଦ ପାଳନ

ସମ୍ବଲପୁର, ୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି॥ ସମ୍ବଲପୁର ଜିଲାରେ ଏହି ବନ୍ଦ ପାଳନର ପଡିଛି। ଅଇଁଠାପାଲି, ଧନୁପାଲି, ଚାରଭାଟି, ଗୋଶାଳା ଛକ ପ୍ରଭୃତି ସ୍ଥାନରେ ଟ୍ରେଡ ୟୁନିୟନର କର୍ମକର୍ତ୍ତାମାନେ ପିକେଟିଂ କରି ବନ୍ଦ କରିଛନ୍ତି। ଫଳରେ ଦୋକାନ ବଜାର ସବୁ ବନ୍ଦ ରହିଛି।

Share
Tags: sambalpur