Eleven-year-old Salu Raikwar, who was born with six fingers on both hands, walks in a slum area next to the Union Carbide Corp pesticide plant in Bhopal November 30, 2009. In December 1984, a toxic gas leak developed at the plant resulting in the deaths of thousands of people. Local activists claim that many people who were exposed to the gas or by the use of contaminated water from near the factory have given birth to physically and mentally disabled children. REUTERS/Reinhard Krause (INDIA DISASTER ENVIRONMENT IMAGES OF THE DAY)
ବିଭିନ୍ନ କାରଣ ହେତୁ କେତେକଙ୍କ ଶରୀରର କୌଣସି ଅଂଶରେ ବ୍ୟତିକ୍ରମ ବା କିଛି ଚିହ୍ନ ଦେଖା ଦେଇଥାଏ। ତେବେ ଏହା ଆମ ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ କିନ୍ତୁ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି । ଜାଣନ୍ତୁ ସେ ସମ୍ପର୍କରେ..
* ବାହାଡା ବା ଦାନ୍ତ ଉପରେ ଦାନ୍ତ ଉଠିଥିବା ବ୍ୟକ୍ତିମାନେ ଭାଗ୍ୟଶାଳୀ ତଥା ବିଦ୍ୱାନ ହୋଇଥାନ୍ତି। ଚରିତ୍ରରେ ଏମାନେ ସାହାସୀ ତଥା ଖୋଲା ବିଚାର ସମ୍ପନ୍ନ ହୋଇଥାନ୍ତି। ତେଣୁ ଏହି ବ୍ୟକ୍ତିମାନେ ଖୁବ କମ୍ ଏବଂ ସଚ୍ଚୋଟ ବନ୍ଧୁ ବନେଇଥାନ୍ତି।
* ହାତରେ ଛଅଟି ଆଙ୍ଗୁଳି ଥିବା ବ୍ୟକ୍ତି ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଅଧିକ ଲାଭ ଦାୟକ କାର୍ଯ୍ୟ କରିବାକୁ ତଥା କାମକୁ ବିଶ୍ଳେଷଣ କରି ସମ୍ପାଦନ କରିବାକୁ ପସନ୍ଦ କରିଥାନ୍ତି।
* ଆଖି ଡୋଳାରେ କଳାଯାଇ ଥିବା ବ୍ୟକ୍ତି ସୁଲକ୍ଷଣ ଯୁକ୍ତ ହୋଇଥାନ୍ତି। ଏମାନେ ଭାବୁକ ସ୍ବଭାବର ତଥା ଦୂରଦୃଷ୍ଟି ସମ୍ପନ୍ନ ହୋଇଥାନ୍ତି।
* ଝିଅମାନଙ୍କ ଗାଲରେ ଡିମ୍ପଲ ଥିଲେ ସେମାନଙ୍କ ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ ବୋଲି ବିଶ୍ୱାସ ରହିଛି।