A plume of smoke rises above a building during an air strike in Tikrit March 27, 2015. U.S. and coalition forces conducted 10 air strikes against Islamic State fighters in Iraq during a 24-hour period, while U.S. forces led six air strikes in Syria, the U.S. military said on Friday. Three of the strikes in Iraq were near Tikrit, destroying vehicles and a potential car bomb. REUTERS/Thaier Al-Sudani
ତ୍ରିପୋଲି,୨୯।୭: ଲିବିୟାର ରାଜଧାନୀ ତ୍ରିପୋଲିରେ ଥିବା ଏକ ହସ୍ପିଟାଲକୁ ଟାର୍ଗେଟ କରିଥିଲେ ଖଲିଫା ହଫତାରର ଲିବିୟାନ ନ୍ୟାଶନାଲ ଆର୍ମି(ଏଲ୍ଏନ୍ଏ)। ରବିବାର ଏଲ୍ଏନ୍ଏ ଦ୍ୱାରା ଏକ ହସ୍ପିଟାଲରେ ବିମାନ ଆକ୍ରମଣ କରାଯିବା ଫଳରେ ଅତିକମରେ ୫ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତ୍କାରରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରବକ୍ତା ଲାମିନେ ଅଲ୍-ହାସେମି। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି।