LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ରାୟଗଡ଼ା ଅଫିସ,୨୦ା୫: ରାୟଗଡ଼ା ଜିଲାରୁ ଗତ ୧୫ ତାରିଖରେ ୧୩ତମ ପର୍ଯ୍ୟାୟରେ ୮୬ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା ନିମନ୍ତେ ଆର୍ଏମ୍ଆରସି ଭୁବନେଶ୍ୱର ପଠାଯାଇଥିଲା। ସେଥିରୁ ସମସ୍ତ ନମୁନା ନେଗେଟିଭ୍ ଆସିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୬୬୭ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ ଯାଇଥିଲା। ସେଥିରୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଜଣାଇଛନ୍ତି।