ରନ୍‌ ଫର୍‌ ଆୟୁର୍ବେଦ

ଭୁବନେଶ୍ୱର,୨୫।୧୦: ଧନ୍ବନ୍ତରୀ ଜୟନ୍ତି ଅବସରରେ ଶୁକ୍ରବାର ସେଣ୍ଟ୍ରାଲ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ହେପାଟୋବିଲିଆରୀ ଡିସଅର୍ଡରସ୍‌ ପକ୍ଷରୁ ଏକ ମାରାଥନ ରେସ୍‌ର ଆୟୋଜନ କରାଯାଇଥିଲା। ଚତୁର୍ଥ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଆୟୋଜିତ ଏହି ମାରାଥନ୍‌ ‘ରନ୍‌ ଫର୍‌ ଆୟୁର୍ବେଦ’ର ମୁଖ୍ୟ ଉଦ୍ଦେଶ୍ୟ ନିଜକୁ କିପରି ଫିଟ୍‌ ରଖିପାରିବେ।