PIC 8. A SUSPECTED BOKO HARAM MEMBER ARRESTED IN MAIDUGURI PIC 8. A SUSPECTED BOKO HARAM MEMBER ARRESTED BY THE MILITARY AFTER SECOND BOMB EXPLOSION AT UMMUDARI MOLAI AREA OF MAIDUGURI 7310/18/10/2015/CH/ICE/NAN
ଫାର୍ ନର୍ଥ ରିଜିଅନ୍,୧୨।୬: କ୍ୟାମେରୁନ୍ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬ ଜଣ ସାଧାରଣ ଲୋକ ଅଛନ୍ତି। ଏହି ଘଟଣାରେ ଇତିମଧ୍ୟରେ ୧୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଫାର୍ ନର୍ଥ ରିଜିଅନ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେତେକ ନିଖୋଜ ଲୋକଙ୍କ ସନ୍ଧାନ ନେଇ ତଦନ୍ତ ଜାରି ରହିଥିବା ସୈନ୍ୟ ବିଭାଗ ପକ୍ଷରୁ କୁହାଯାଇଛି।