Minister of Budget Sophie Wilmes pictured during a press conference at the headquarters of French-speaking liberals MR, in Brussels on March 23, 2019. - Belgian Budget Minister Sophie Wilmes has been chosen as the country's new caretaker prime minister -- a first for a woman, the current premier Charles Michel said on October 26, 2019. The 44-year-old still has to be sworn in by King Philippe, who is expected to announce the nomination formally on October 27, at the earliest. (Photo by NICOLAS MAETERLINCK / various sources / AFP) / Belgium OUT
ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ ହୋଇ ରହିବେ ବୋଲି କହିଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଚାର୍ଲସ ମିଶେଲ। ୪୪ ବର୍ଷୀୟା ଓ୍ବିଲଇୟମ୍ସଙ୍କୁ କିଙ୍ଗ ଫିଲିଫ ଶପଥ ପାଠ କରାଇବେ। ରବିବାର ସନ୍ଧ୍ୟା ସୁଦ୍ଧା ଏହାର ଔପଚାରିକ ଘୋଷଣା କରାଯିବ।