ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ

କୋରାପୁଟ, ୨୦।୧(ସ୍ବ.ପ୍ର): କୋରାପୁଟ ଜିଲା ସେମିଳିଗୁଡା ପୋଲିସ ଦ୍ୱାରା ସୋମବାର ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏବେ ସୁଦ୍ଧା ଗଞ୍ଜେଇର ପରିମାଣ ସମ୍ପର୍କରେ ଜଣାପଡିନାହିଁ।

Share
Tags: Koraput