ବିଜୁବାବୁଙ୍କ ଜୟନ୍ତୀରେ ଶପଥପାଠ

ଜୟପୁର,୫।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛି। ଏହି ଅବସରରେ ଲୋକଙ୍କ ସେବା କରିବା ନେଇ ଏକ ଶପଥ ପାଠ କରାଯାଇଥିଲା।

Share