ବଳଦେବ ଠାକୁରଙ୍କ ଜନ୍ମଉତ୍ସବ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.)- ବୁଗୁଡ଼ାରେ ଅବସ୍ଥିତ ବଳଦେବ ସ୍ବାମୀ ମନ୍ଦିରରେ ଗୁରୁବାର ଗୁରୁପୂର୍ଣ୍ଣିମା ଅବସରରେ ବଳଦେବ ଠାକୁରଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋମ, ଯଜ୍ଞ ସହ ଠାକୁରଙ୍କ ପୂଜା କରାଯାଇଥିଲା। ଏଥିରେ ଅନ୍ତର୍ଯ୍ୟାମୀ ଦାସ ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ କାହ୍ନୁ ପଣ୍ଡା ଦାୟିତ୍ୱ ତୁଲାଇଥିଲେ।

Share