People maintain social distance as they shop during the tenth day of the lockdown imposed by the government amid concerns about the spread of coronavirus disease (COVID-19), in Kathmandu, Nepal April 2, 2020. REUTERS/Navesh Chitrakar
ବିରଗୁଞ୍ଜ,୧୨।୪: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍ରେ ଟେଷ୍ଟ କରାଯିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏହାପରେ ଏମାନଙ୍କର ନମୁନା କାଠମାଣ୍ଡୁରେ ଥିବା ନ୍ୟାଶନାଲ ହେଲଥ୍ ଲ୍ୟାବକୁ ପଠାଯାଇଥିଲା। ସେଠାରୁ ମଧ୍ୟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତ ୩ ଭାରତୀୟ କରୋନାରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଛି।