Categories: Video

ଧାଡି ପହଣ୍ଡିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ରଥଯାତ୍ରା ଲାଗି ପ୍ରାତଃରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସକାଳ ୭ ଟାରୁ ପହଣ୍ଡି ଆରମ୍ଭ ହୋଇ ୯ଟା ମଧ୍ୟରେ ଶେଷ ହୋଇଛି ।