lqz"nLdf gbLdf a; v:of wflbª -uh'/L_, @$ ;fpg M ;nf{xLsf] dnªujfaf6 sf7df8f}F cfpFb} u/]sf] gf^v &$^( g+sf] lqz"nL gbLdf v;]sf] a;sf ofq'sf] p4f/ ul/Fb . cfh laxfg # ah] gbLdf v:bf tLg hgfsf] d[To' ePsf] / !@ hgf uDeL/ 3fOt] x'gfsf ;fy} b'3{6gfdf @% hgf x/fO/x]sf] k|x/Ln] hgfPsf] 5 . t:jL/ l;tf/fd clwsf/L
କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍ ଖସି ପଡିବା ଫଳରେ ଅତିକମ୍ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସରଲାହି ଜିଲାର ମାଳଙ୍ଗାଓ୍ବାରୁ କାଠମାଣ୍ଡୁ ଯାଉଥିବା ଏହି ବସ୍ଟି ଭୋର ସମୟରେ ନଦୀ ମଧ୍ୟକୁ ଖସି ପଡିଥିଲା। ନଦୀର ଗଭିରତା ରାସ୍ତାଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା କହିଛନ୍ତି ଉଦ୍ଧାରକାରୀ ଦଳ। ଉକ୍ତ ବସ୍ରେ ପାଖାପାଖି ୫୦ ଜଣ ଯାତ୍ରୀଥିବା ଅନୁମାନ କରିଛି ପୋଲିସ। ତେବେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।