Official portrait of President Donald J. Trump, Friday, October 6, 2017. (Official White House photo by Shealah Craighead)
ନୂଆଦିଲ୍ଲୀ,୧୯-୩: କରୋନା ପ୍ରଭାବକୁ କମ୍ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୪ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରୁ ୨୨.୨ ଲକ୍ଷ କୋଟି ଟଙ୍କା କେବଳ ଛୋଟଛୋଟ ଉଦ୍ୟୋଗଗୁଡିକୁ ପ୍ୟାକେଜ ଭାବେ ପ୍ରଦାନ କରାଯିବ। ୧୮.୫ ଲକ୍ଷ କୋଟି ସିଧାସଳଖ ଆମେରିକୀୟଙ୍କ ଖାତାକୁ ଯିବ ବୋଲି ସୂଚନା ରହିଛି। ଆମେରିକାର ୫୦ ରାଜ୍ୟ ଉପରେ କରୋନାର ପ୍ରଭାବ ରହିଛି। ଏଥିରେ ୧୦୫ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଛନ୍ତି।