ଛତ୍ରପୁର ହସ୍ପିଟାଲରେ ଜୀବାଣୁ ନାଶକ ସ୍ପ୍ରେ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଛତ୍ରପୁର ହସ୍ପିଟାଲ ପରିସରରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। ପରେ ଛତ୍ରପୁର ଏନ୍‌ଏସିର ବିଭିନ୍ନ ଛକରେ ମଧ୍ୟ ଏହାକୁ ସ୍ପ୍ରେ କରଯାଇଥିଲା। କରୋନା ନେଇ ସତର୍କତା ଅବଲମ୍ବନ କରି ଏନ୍‌ଏସିର ମନିଟରିଂରେ ଏହି ସ୍ପ୍ରେ କରାଯାଇଛି। ହସ୍ପିଟାଲରେ ପରିମଳ ଓ ସଫେଇ ଠିକ୍‌ କରିବା ଉପରେ ନିର୍ଦ୍ଦେଶ ଦିଆଯାଇଛି।

Share