BIRMINGHAM, ENGLAND - AUGUST 01: England players wear names and squad numbers on the shirt backs during day one of the 1st Specsavers Ashes Test between England and Australia at Edgbaston on August 01, 2019 in Birmingham, England. (Photo by Gareth Copley/Getty Images)
ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ ଓ ନମ୍ବର ଲେଖାଥିବା ଟି-ଶାର୍ଟ ପିନ୍ଧିଛନ୍ତି। ଏଜବାଷ୍ଟନ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୨୦୦୧ ପରଠାରୁ ଗୋଟିଏ ହେଲେ ମ୍ୟାଚ ଜିତି ପାରିନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଏଠାରେ ଖେଳିଥିବା ୧୧ଟି ଯାକ ଅନ୍ତର୍ଜାତୀୟ ମ୍ୟାଚରେ ବିଜୟ ହାସଲ କରିଛି।