Chatrapur: A man holds an umbrella as he heads towards a cyclone shelter near Chatrapur in Ganjam in Odisha on Saturday. PTI Photo (PTI10_12_2013_000202B)
କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁରରେ ୧୫୭ମିମି, ସେମିଳିଗୁଡ଼ାରେ ୮୬ ମିମି, ଜୟପୁରରେ ୧୩୧.୬ ମିମି, କୋରାପୁଟରେ ୧୨୫.୪ ମିମି, ବନ୍ଧୁଗାଁରେ ୧୧୩ମିମି, ଲକ୍ଷ୍ମୀପୁରରେ ୧୦୪ ମିମି, ନନ୍ଦପୁରରେ ୬୯.୨ମିମି, ବୋରିଗୁମ୍ମାରେ ୧୩୮.୬ମିମି, ଲମତାପୁଟରେ ୮୨.୪ ମିମି, କୁନ୍ଦ୍ରାରେ ୧୧୫ ମିମି, ପଟ୍ଟାଙ୍ଗିରେ ୪୧.୩ ମିମି, ନାରାୟଣପାଟଣାରେ ୬୯.୨ ମିମି, କୋଟପାଡ଼ ବ୍ଲକରେ ୧୪୩ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ଜଣାଯାଇଛି।