DJL6 CXÀFZ 34. ¶FÀF ÀMX`ÔO ¦FiZ³FZO W¸F»FFÜ ÀF·Fe RYFZMXFZ ´FiQe´F ¶F£VFe 6. ½FFSQF°F IYe ªF¦FW ÀFZ ÀF¶Fì°F ªF¼MXF°FZ ´F¼d»FÀF IY¸FʨFFSXeÜ
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚୁଡେର ଗାଁରେ ଏକ ଦୋକାନ ଘରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ ସୂଚନା ଦେଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ବିସ୍ଫୋରଣ ନେଇ ତଦନ୍ତ ଜାରି ରହିଛି।