18/10/2009 - BHUBANESWAR: A priest performing rituals of Godess Kali in Bhubaneswar - Express Photo by Shamim. [Orissa, Festival, Diwali, Goddess Kali, Goddess Kali pandal]
ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି। ଖାସ୍ ଏଥିପାଇଁ ଜିଲାର ସମସ୍ତ ସ୍କୁଲ, କଲେଜ ସମେତ ସରକାରୀ ଅଫିସକୁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି। ୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାର ଆଜି ହେଉଛି ଦ୍ୱିତୀୟ ଦିନ। ମା’ଙ୍କ ଦର୍ଶନ ଲାଗି ପ୍ରବଳ ଜନସମାଗମ ଲାଗିରହିଛି।