ଓଡ଼ିଶା: ଆଜିର ଫଟୋ ( ୮ ନଭେମ୍ବର , ୨୦୨୫ )

ବାଲିଯାତ୍ରା ଗଣ କବି ବୈଷ୍ଣବ ପାଣି ମଞ୍ଚରେ ଓ ଦର୍ଶକଙ୍କ ମେଳାରେ ସଙ୍ଗୀତ ପରିବେଶନ କରୁଛନ୍ତି କଣ୍ଠ ଶିଳ୍ପୀ ସ୍ୱୟମ ପାଢୀ।

ବାଲିଯାତ୍ରାରେ ଦୋଲିର ମଜା ଉଠାଉଥିବା ଯୁବତୀ ଯୁବକମାନେ।

ଶନିବାର ବାଲିଯାତ୍ରାରେ ଲୋକଙ୍କ ଗହଳି।