ଓଡ଼ିଶା: ଆଜିର ଫଟୋ ( ୬ ସେପ୍ଟେମ୍ବର , ୨୦୨୫ )

ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ନବୀନ ନିବାସରେ ବିଜେଡିର ରାଜନୈତିକ କାର୍ଯ୍ୟାନୁଷ୍ଠାନ ସମିତିର ସଭାରେ ଅଧ୍ୟକ୍ଷତା କରୁଛନ୍ତି

ଶନିବାର ଦିନ Crown Hotel ରେ MGM Foundation ଏବଂ Bhubaneswar Experimental Art and Design Studio ଦ୍ୱାରା “କଂସା” ପୁସ୍ତକର ବିମୋଚନ କରାଯାଇଛି।

 

ପୁରୀ ଗଜପତି ଦିବ୍ୟସିଂହ ଦେବ ଙ୍କ ଦ୍ୱାରା ଭୁବନେଶ୍ୱର ରାଜ୍ୟ ଅତିଥି ଗୃହରେ ସାଂବାଦିକ ସମ୍ମିଳନୀ ଅନୁଷ୍ଠିତ।