ଓଡ଼ିଶା: ଆଜିର ଫଟୋ ( ୪ ନଭେମ୍ବର , ୨୦୨୫ )

ଦର୍ପଣ ନୃତ୍ୟାନୁଷ୍ଠାନ ପକ୍ଷରୁ “ଆଦୀବାହିତ ନୃତ୍ୟ ଉତ୍ସବ”, ଭଞ୍ଜକଳା ମଣ୍ଡପରେ।

ବାଳିଯାତ୍ରା ତଳ ପଡିଆ କଟକ ଓ କଟକ ପରିସରକୁ ସଜାଇ ଦିଆଯାଉଛି

ବାଳିଯାତ୍ରା ତଳ ପଡିଆ କଟକ ଓ କଟକ ପରିସରରେ ବାଳିରେ ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ ବୋଇତା ବାଲୁକାକୃତି

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲାଞ୍ଜିପୋଲି ମୁଖ୍ୟ ରାସ୍ତା କଡରେ ମହିଳା ମାନେ ବୋଇତ କିଣୁଛନ୍ତି