ଓଡ଼ିଶା: ଆଜିର ଫଟୋ ( ୪ ଅଗଷ୍ଟ , ୨୦୨୫ )
ଶ୍ରାବଣ ମାସର ଶେଷ ସୋମବାରରେ ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ମାନେ ପାଣି ଢାଲିବା ପାଇଁ ଲାଇନ ଲାଗିରହିଛି
ସୋମବାର ଦିନ ଲାସ୍ୟକଳା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକଲବ୍ୟ ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି
ଭୁବନେଶ୍ୱରର ଉନିଟ-୧ ରେ ଅବସ୍ଥିତ କ୍ୟାପିଟାଲ ଗର୍ଲ୍ସ୍ ସ୍କୁଲର ଛାତ୍ରୀମାନେ ସୋମବାର ଦିନ ସ୍କୁଲ୍ ଗେଟ୍ ସାମ୍ନାରେ ଧାରଣାରେ ବସିଛନ୍ତି