ଓଡ଼ିଶା: ଆଜିର ଫଟୋ (୧୫ ଜନୁଆରୀ, ୨୦୨୬ )

ଶିଶିର ସରସ ପାଇଁ ଆଲୋକରେ ସଜାହୋଇଛି ଏକ୍ସିବିସନ୍ ଗ୍ରାଉଣ୍ଡ ରୋଡ଼

ସାଲିଆ ସାହି ଅଞ୍ଚଳର ଖୋଲା ନାଳାର ଦୟନୀୟ ଅବସ୍ଥା, ଆଜି ଜଣେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ବଲିଉଡ୍ ଚଳଚ୍ଚିତ୍ର ତାରକା ଶିଳ୍ପା ସେଟ୍ଟି ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି