ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୩ )

ସୋମବାର ମହାପ୍ରଭୁ ଙ୍କ ଦର୍ଶନ ପାଇଁ ସିଂହଦ୍ଵାର ସଂମୁଖରେ ଭକ୍ତ ଙ୍କ ଭିଡ଼

 

ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରେ ନବମୀ ପୂଜା ହୋଇଯାଇଛି

ମହାନବମୀ ଅବସର ରେ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପ ରେ ଅନୁଷ୍ଠିତ କୁମାରୀ ପୂଜା