PhotoELF Edits: 2018:11:25 --- Batch Resized CREATOR: gd-jpeg v1.0 (using IJG JPEG v62), quality = 90
ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ ଗୁଡ଼ ଖାଇଲେ ତାହା ଏଥିରୁ ଅନେକାଂଶରେ ଉପଶମ ଦେଇଥାଏ।
ଆଇରନ୍ ପରିମାଣ କମ୍ ଥିଲେ ଖାଦ୍ୟତାଲିକାରେ ଗୁଡ଼କୁ ସାମିଲ କରନ୍ତୁ। କାରଣ ଏଥିରେ ଆଇରନ୍ ପରିମାଣ ଭରି ରହିଛି।
ରୋଗୀଙ୍କ ପାଇଁ ଗୁଡ଼ ବେଶ୍ ସ୍ବାସ୍ଥ୍ୟପ୍ରଦ।
ଆଣ୍ଟି ଆଲର୍ଜି ତତ୍ତ୍ୱ ଭରି ରହିଛି। ତେଣୁ ଏହା ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
ନିୟମିତ ଖାଇଲେ ତାହା ଶରୀରରେ ମେଟାବଲିଜିମ୍ ସ୍ତରକୁ ସନ୍ତୁଳିତ ରଖିଥାଏ।
ଦ୍ୱାରା ପାଚନକ୍ରିୟା ଆହୁରି ସକ୍ରିୟ ରହିଥାଏ ଏବଂ ଭୋକଜନିତ ସମସ୍ୟା ଦୂର କରେ।
ରୋଗୀଙ୍କ ପାଇଁ ଗୁଡ଼ ଉପକାରୀ।