DF-ST-87-06962 The Pentagon, headquarters of the Department of Defense. DoD photo by Master Sgt. Ken Hammond, U.S. Air Force.
ଓ୍ବାଶିଂଟନ,୨୪।୧୧: ଇରାନ ସୌଦି ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଛି। ଏନେଇ ଆମେରିକା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇରାନ ସୌଦିର ବୃହତ୍ ତୈଳ କମ୍ପାନୀ ସୌଦି ଆର୍ମାକୋ ଉପରେ ଆକ୍ରମଣ କରିପାରେ ବୋଲି ଜେନେରାଲ କେନ୍ନିଥ୍ ଏଫ୍. ମ୍ୟାକ୍କେନ୍ଜାଇ କହିଛନ୍ତି। ସୌଦିର କେତେକ ଗୁରୁତ୍ୱପୂର୍ଣ୍ଣ ତୈଳ କମ୍ପାନୀ ଉପରେ ଇରାନ ଆକ୍ରମଣ ଲାଗି ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି।