Hand sanitizer alcohol gel rub clean hands hygiene prevention of coronavirus virus outbreak. Man using bottle of antibacterial sanitiser soap.; Shutterstock ID 1662761695; Purchase Order: 2381; Job: hand sanitizer; Client/Licensee: spy
ନୂଆଦିଲ୍ଲୀ,୭।୫:ଆଲ୍କହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ରପ୍ତାନିକୁ ସରକାର ନିଷେଧ କରିଛନ୍ତି। ବର୍ତ୍ତମାନ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାର କହିଛନ୍ତି। ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି।