Soldiers fire a surface-to-air missile on a wheeled armoured personnel carrier during the opening ceremony of four contests hosted by Chinese People's Liberation Army (PLA) as part of International Army Games 2019 in Korla, Xinjiang Uighur Autonomous Region, China August 3, 2018. Picture taken August 3, 2019. REUTERS/Stringer ATTENTION EDITORS - THIS IMAGE WAS PROVIDED BY A THIRD PARTY. CHINA OUT.
ହଂକଂ,୨୦।୮: ଚାଇନା ସେନା(ପିଏଲ୍ଏ) ନିକଟରେ ଏମିତି କ୍ଷେପଣାସ୍ତ୍ର ରହିଛି ଯାହା ସେ ଆମେରିକାକୁ ଧମକ ଦେବାରେ ଯଥେଷ୍ଟ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ଗୁଆମ, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଭଳି ଦେଶ ନିକଟରେ ଥିବା ଆମେରିକା ସେନା ଶିବିରକୁ ବିସ୍ଥାପିତ କରିବା ପାଇଁ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ(ପିଏଲ୍ଏଆର୍ଏଫ୍) ଶସ୍ତ୍ରାଗାର ମଧ୍ୟରେ ଥିବା ପାରମ୍ପରିକା କ୍ଷେପଣାସ୍ତ୍ର ମାଧ୍ୟମରେ ଚାଇନା ପାଖରେ ଏହି କ୍ଷମତା ରହିଥିବା ଜଣାପଡିଛି। ସିଡ୍ନୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କି ଗତ ୧୫ ବର୍ଷ ହେବ ପିଏଲ୍ଏ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ନିଜର କ୍ଷମତା ବଢାଇଛି। ତେଣୁ ଏହା ଆମେରିକା ଭଳି ଦେଶକୁ ମଧ୍ୟ ଟକ୍କର ଦେଇ ପାରିବ।