Students looks first cutoff list for admissions in Delhi University in Capital *** Local Caption *** Students looks first cutoff list for admissions in Delhi University in Capital on Tuesday. EXPRESS PHOTO BY PRVEEN KHANNA DELHI 26 06 2012.
ଭୁବନେଶ୍ୱର, ୧୯ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି। ଶନିବାର ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖାଇବେ। ଏଥିରେ ନାମଲେଖାଇଥିବା ଛାତ୍ରୀଛାତ୍ରଙ୍କ ଚୂଡ଼ାନ୍ତ ତଥ୍ୟ ୨୭ତାରିଖ ସନ୍ଧ୍ୟା ୫ଟାରେ ଇ-ସ୍ପେସ୍ରେ ପ୍ରକାଶ ପାଇବ। ତେବେ ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେର୍ଦ୍ଦଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।