Categories: Video

ଆଜିଠୁ ଆରମ୍ଭ ହେଲା ଟ୍ରେନ ସେବା

ସାରା ଦେଶରେ ଆଜିଠାରୁ ଅନଲକ୍ ୧ ନିୟମ ଲାଗୁ ହୋଇଛି । ଦେଶରେ ଆଜି ପାଖାପାଖି ୨୦୦ ଟ୍ରେନ ଚଳାଚଳା କରିବା ସୂଚନା ମିଳିଛି ।