Categories: Video

ଅମ୍ଫନ ପ୍ରଭାବ: ଭୁବନେଶ୍ବରରୁ ଗ୍ରାଉଣ୍ଡ ରିପୋର୍ଟ

ବାତ୍ୟା ଅମ୍ଫନ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ମାନଙ୍କରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ବରରେ ଅମ୍ଫନର ପ୍ରଭାବ କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।