ଅଟୋ ଓଲଟି ଶ୍ରମିକଙ୍କ ଜୀବନ ଗଲା

ସମ୍ବଲପୁର, ୨୫।୧୧(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଥାନା ଭୋଇପାଲି ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘେନୁପାଲି ଅଞ୍ଚଳର କ୍ଷମାଶିଳ ମିର୍ଞ୍ଚା (୪୫)। ସଦର ଥାନା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ ଯେ, ଅଟୋରେ ପ୍ରାୟ ୮ରୁ ୧୦ଜଣ ଶ୍ରମିକ ଘେନୁପାଲି ଅଞ୍ଚଳରୁ ସିଣ୍ଡୋଲ ଗ୍ରାମକୁ ଧାନ କାଟିବା ପାଇଁ ଯାଉଥିଲେ। ରାସ୍ତାରେ ଏକ ଖାଲ ଥିବାରୁ ଅଟୋର ଚକ ପଡିଯାଇ ଓଲଟି ପଡିଥିଲା। ଫଳରେ କ୍ଷମାଶିଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥି

Share
Tags: sambalpur