Posted inଖେଳ

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ ମେଲବୋର୍ଣ୍ଣରେ ଏହି ରାସ୍ତାଗୁଡିକ ରହିଛି। ଏଠାରେ ଭାରତୀୟମାନେ ବହୁ ସଂଖ୍ୟାରେ ରହୁଥିବାରୁ ରାସ୍ତାଗୁଡିକ ଭାରତୀୟ କ୍ରିକେଟରଙ୍କ ନାଁରେ ରହିଛି। କେବଳ ଭାରତୀୟ କ୍ରିକେଟର ନୁହେଁ ଅନ୍ୟ ଦେଶର କ୍ରିକେଟରଙ୍କ ନାଁରେ ମଧ୍ୟ ଅଷ୍ଟ୍ରେଲିଆରେ ରାସ୍ତା ରହିଛି। ଏଠାରେ ଥିବା ରାସ୍ତାଗୁଡ଼ିକ ନାଁ ରହିଛିି ତେନ୍ଦୁଲକର ଡ୍ରାଇଭ, କୋହଲି କ୍ରେସେଣ୍ଟ, ୱୋ ଷ୍ଟ୍ରିଟ (ଷ୍ଟିଭ ୱଗ), ଦେବ ଟେରସ (କପିଲ ଦେବ) ଏବଂ କଲିସ ୱେ (ଜ୍ୟାକ କଲିସ), ୱାସିମ ଆକ୍ରାମ (ଆକ୍ରାମ ୱେ), ରିଚାର୍ଡ ହାଡଲେ (ହାଡଲେ ଷ୍ଟ୍ରିଟ), ସାର୍‌ ଗାରଫିଲ୍ଡ ସୋବର୍ସ (ୱେଷ୍ଟଇଣ୍ଡିଜ)। ଏହି ରାସ୍ତାଗୁଡ଼ିକ ମେଲଟନ, ମେଲବୋର୍ଣ୍ଣ, ଭିକ୍ଟୋରିଆ ସହରରେ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ସିରିଜ ପୂର୍ବରୁ ଆଇପିଏଲ୍‌ ତାରକା ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ

ମେଲବୋର୍ନ, ୭।୧୦(ପି.ଟି.): ଆଗାମୀ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିବା କେତେଜଣ...

ହିରୋ ସବ୍‌ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୩।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ ଓଡ଼ିଶା ଏଫ୍‌ସିର ୧୩ ବର୍ଷରୁ କମ୍‌ ଦଳ ହିରୋ ସବ୍‌ଜୁନିୟର ଲିଗ୍‌ରେ ବୃହତ୍‌...

ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ...

ଭାରତୀୟ ଖେଳାଳିଙ୍କ ମାଲିସ୍‌ କଲେ ପାକିସ୍ତାନ କ୍ରିକେଟର୍‌

ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ...

ମ୍ୟାଚ୍‌ବେଳେ ହୃଦ୍‌ଘାତରେ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୩୧ା୧୨ (ପି.ଟି.)- କେରଳର ପରିଣ୍ଟାଲ୍‌ମାନାଠାରେ ଏକ ମ୍ୟାଚ ଖେଳୁଥିବାବେଳେ ଫୁଟ୍‌ବଲର ଧନରାଜନ ରାଧାକ୍ରିଷ୍ଣନଙ୍କର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ରବିବାର ସନ୍ଧ୍ୟାରେ ଏଫ୍‌ସିସ ପରିଣ୍ଟାଲମାନ୍ନା...

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ...

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର...

୫୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟରେ ଘର ବିକିବେ ଓ୍ବର୍ନ

ନୂଆଦିଲ୍ଲୀ, ୧୯।୩- ପୁରା ବିଶ୍ୱ ଯେତେବେଳେ ପ୍ରାଣଘାତୀ କରୋନା ଭାଇରସ୍‌ର ପ୍ରକୋପରେ ଥରହର ହେଉଛନ୍ତି ସେତେବେଳେ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ଓ୍ବର୍ନ ଏକ ବଡ଼...

Advertisement
Archives

Model This Week