୯୦ବର୍ଷରେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ ସୁର ସମ୍ରାଜ୍ଞୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଲତା ମଙ୍ଗେସ୍‌କର ପ୍ରାୟ ଟୁଇଟରରେ ଟୁଇଟ୍‌ କରିଥାଆନ୍ତି। ଟୁଇଟ୍‌ର କିଛି ସମୟ ମଧ୍ୟରେ ଏହା ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥାଏ। ନିକଟରେ ୯୦ତମ ଜନ୍ମଦିନ ପାଳିଥିବା ଭାରତର କୋକିଳକଣ୍ଠୀ ଏବେ ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଟୁଇଟ୍‌ର ସହ ଏବେ ସେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାଣ୍ଡେଲ କରିବେ। ଲତା ନିଜର ଦୁଇଟି ଫଟୋକୁ ଶେୟାର କରି ଇନ୍‌ଷ୍ଟଗ୍ରାମ ଆରମ୍ଭ କରିଛନ୍ତି। ଏହି ଫଟୋରେ ସେ ହାତରେ ଏକ ବହି ଧରିଥିବା ଦେଖିବାକୁ ମିଳିଛି। ଏଥିସହ କ୍ୟାପ୍‌ସନରେ ଲେଖିଛନ୍ତି, ‘ନମସ୍କାର, ଆଜି ପ୍ରଥମ ଥର ଆପଣଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଯୋଡ଼ି ହୋଇଛି।’ ଅନ୍ୟପଟେ ତାଙ୍କର ଶେୟାରର କିଛି ସମୟ ମଧ୍ୟରେ ୪୭ ହଜାର ୟୁଜର୍ସ ଯୋଡ଼ି ହୋଇସାରିଛନ୍ତି। ଏଥିସହ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଓ୍ବେଲକମ୍‌ ତାଇ’ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ...

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା...

ବିକିନି ପାଇଁ ଅଡୁଆରେ

ପରିଣୀତି ଚୋପ୍ରା ଏବେ ଲଙ୍ଗ୍‌ ଭ୍ୟାକେସନରେ ଅଛନ୍ତି। ମାଇଣ୍ଡ ଫ୍ରେସ କରିବାକୁ ସେ ବର୍ତ୍ତମାନ ମାଳଦ୍ୱୀପରେ ଡେରା ପକାଇଛନ୍ତି। ହେଲେ ତାଙ୍କୁ ନେଇ ଏବେ ବଲିଉଡ୍‌ରେ...

କେବଳ ଏହି କାରଣ ପାଇଁ ପିଲାବେଳେ ଅଧିକ ଚାପରେ ଥିଲେ ଅର୍ଜୁନ: ୧୬ ବର୍ଷ ବୟସରେ ମେଦବହୁଳତାର ହୋଇଥିଲେ ଶିକାର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚାପରେ ରହୁଥିଲେ। ଅନେକ ସମସ୍ୟାରେ ସେ ଚାପର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଜୀବନର...

ରିଲିଜ୍ ହେଲା ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡ୍ୟାନ୍ସ’ର ଟ୍ରେଲର ରିଲିଜ୍ ହୋଇଛି । ଏହା ଏକ...

ଆଲିଆଙ୍କ ସହ ଏମିତି ବନ୍ଧନ ଚାହୁଁଛନ୍ତି ଭାବି ଶାଶୁ

ଆଜିକାଲି ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ଉଭୟ କେବେ ବିବାହ କରିବେ ତାହା ଦେଖିବାକୁ ପ୍ରଶଂସକ...

ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ,...

ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି...

Advertisement
Archives

Model This Week