Posted inଜାତୀୟ

୮୪ ବର୍ଷରେ ପାଦ ଦେଲେ ଦଲାଇ ଲାମା

ଧର୍ମଶାଳା,୬।୭: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ୮୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୫ ଜୁଲାଇ ୬ରେ ଚାଇନାର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍‌ ତେସରିଂ ତାଙ୍କର ନାମ କରଣ ଲାହାମୋ ଥୋଣ୍ଡୁପ୍‌ ଭାବେ କରିଥିଲେ। ୧୯୫୯ ମାର୍ଚ୍ଚ ୩୦ରେ ସେ ଭାରତକୁ ଶରଣାର୍ଥୀ ଭାବେ ଆସିଥିଲେ। ସେହିବର୍ଷ ଏପ୍ରିଲ୍‌ ୧୮ରେ ସେ ଆସାମର ତେଜ୍‌ପୁରରେ ପହଞ୍ଚିଥିଲେ। ପରେ ହିମାଚଳପ୍ରଦେଶର ଧର୍ମଶାଳାରେ ସେ ୮୦ ହଜାରରୁ ଅଧିକ ତିବ୍ବତ ଶରଣାର୍ଥୀଙ୍କ ସହିତ ବାସ କରିବା ଆରମ୍ଭ କରିଥିଲେ। ଦଲାଇ ଲାମାଙ୍କ ଉଦ୍ୟମରେ ୨ଶହରୁ ଅଧିକ ବୌଦ୍ଧ ସ୍ତୁପର ବିକାଶ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ନୂଆ ଭାବମୂର୍ତ୍ତି, ବ୍ୟାକ୍‌ ଫୁଟରେ ଭାଜପା-ଆରଏସଏସ କହିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ କର୍ନାଟକରେ ଜାରି ରହିଛି। ବର୍ଷା ଯୋଗୁ ଶନିବାର...

କ୍ରିମିୟା ପ୍ରସଙ୍ଗ ଭାରତ ପାଇଁ ଏକ ଶିକ୍ଷା: ଚାଇନା-ପାକିସ୍ତାନକୁ ନେଇ ଚେତାବନୀ ଦେଲେ ୟୁକ୍ରେନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୧।୪ : ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତ ଗସ୍ତରେ ଅଛନ୍ତି। ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ୟୁକ୍ରେନର ଜଣେ ମନ୍ତ୍ରୀଙ୍କ ଏହା ପ୍ରଥମ...

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩...

ପ୍ରତିଦିନ ହିଂସା ଯୋଗୁ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ

ମିରଠ,୨୭।୬: ଉତ୍ତର ପ୍ରଦେଶର ମିରଠ ଏବେ ଅଶାନ୍ତ ହୋଇପଡିଛି। ଏଠାରେ ଥିବା ପ୍ରହ୍ଲାଦ ନଗରରେ ନିତିଦିନ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ଲୋକେ ଏଠାରୁ...

ପିଏମ୍‌ସି ବ୍ୟାଙ୍କ ବିରୋଧ ପ୍ରଦର୍ଶନ ପରେ ଦୃଦ୍‌ଘାତରେ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରୋଟିଭ(ପିଏମ୍‌ସି) ବ୍ୟାଙ୍କର ଜମାକାରୀଙ୍କୁ କିଛି ଦିନ ହେଲା ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା...

ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର

ସତାରା,୨୮ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଏନ୍‌ସିପି ମୁଖ୍ୟ...

ଚାଇନାର ନୂଆ ଚାଲ: ଡୋକଲାମ ନିକଟରେ ଗଢିଲାଣି ଗାଁ!

ନୂଆଦିଲ୍ଲୀ,୨୦ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି...

ଲାଲୁଙ୍କ ରୁମ୍‌ରେ ଲାଗିଲା ନିଆଁ

ରାଞ୍ଚି,୭।୬: ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍‌ରେ ନିଆଁ ଲାଗିଯାଇଛି। ଲାଲୁ...

Advertisement
Archives

Model This Week