୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା ବିସ୍ଥାପିତ ପରିବାରର ଉକ୍ତ ଶ୍ରମିକମାନଙ୍କୁ ମଙ୍ଗଳବାର ପୋଲିସ ସେଠାରୁ ଉଠାଇନେଇଛି। ସେମାନଙ୍କୁ ୨ଟି ଗାଡି ଯୋଗେ ଅଣାଯାଇ ଛତ୍ରପୁରସ୍ଥିତ ପୋଲିସ ଆର୍‌ଆଇ ଅଫିସରେ ରଖାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରା ଚୋରିକୁ ନେଇ ବୋମାମାଡ଼

ପୁରୀ ଅଫିସ,୨୪।୪: ଏକ ପାରା ଚୋରିକୁ ନେଇ ପୁରୀ କୁମ୍ଭାରପଡ଼ାର ମସଜିଦ ଗଳିରେ ଶନିବାର ବୋମାମାଡ଼ ହୋଇଛି। ଏ ନେଇ କାଶୀନାଥ ମହାରଣା କୁମ୍ଭାରପଡ଼ା ଥାନାରେ...

ଅନୁଗୋଳ ଜିଲାରେ ବଢ଼ୁଛି ସଂକ୍ରମଣ: ୯ ଶିଳ୍ପ ସଂସ୍ଥାକୁ ଚିଠି ଲେଖିଲେ ଜିଲାପାଳ

ଅନୁଗୋଳ ଅଫିସ/ ବଅଁରପାଳ, ୫ା୭- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏବେ ନୂଆ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିନକୁ ଦିନ ସଂଖ୍ୟା...

ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା

ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି...

ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ: ମନ୍ଥର ଗତି ନେଇ ମନ୍ତ୍ରୀଙ୍କୁ ଫେରାଦ

ବନ୍ତଳା,୨୯ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନିକ ମନ୍ଥରତା ଦେଖାଦେଇଥିବା ଅଭିଯୋଗ କରିଛି ହିଡିସିଙ୍ଗ...

୩ବର୍ଷରେ କେସିସି ବ୍ୟାଙ୍କରେ ୬ କୋଟିର ଦୁର୍ନୀତି ଅଭିଯୋଗ

ଜୟପୁର,୫ା୩(ଡି.ଏନ୍‌.ଏ.) କୋରାପୁଟ କେନ୍ଦ୍ରିୟ ସମବାୟ ବ୍ୟାଙ୍କ (କେସିସିବି)ରେ ଗତ ତିନିବର୍ଷରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ମାମଲା ରହିଥିବା ବେଳେ...

ଭୁଶୁଡ଼ିଲା ଘର କାନ୍ଥ : ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ମା’ପୁଅ

ନିମାପଡ଼ା,୧୪ା୧୦(ଡି.ଏନ୍‌.ଏ.):ନିମାପଡ଼ା ଏନ୍‌ଏସି ଅଫିସର ୩ଶହ ମିଟର ଦୂରରେ ଥିବା ଗୁଣ୍ଡିଚାବାଡି କଲୋନୀର ଏକ ଜରାଜୀର୍ଣ୍ଣ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦିବ୍ୟାଙ୍ଗ ମା’ପୁଅ ମୃତ୍ୟୁ ମୁଖରୁ...

ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା

ମୁନିଗୁଡ଼ା,୯ା୧୧(ଡି.ଏନ୍‌.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ...

ଡମ୍ପିଙ୍ଗ୍‌ ୟାର୍ଡ ପାଲଟିଛି ଧରାକୋଟ ମୁଖ୍ୟରାସ୍ତା କଡ଼

ଧରାକୋଟ,୩୦ା୮(ଡି.ଏନ୍‌.ଏ.): ଧରାକୋଟ ଗଡ଼ର ଉଭୟ ପଟ ରାସ୍ତା ପାଶର୍‌ବ ଡମ୍ପିଙ୍ଗ ୟାର୍ଡ ପାଲଟିଛି। ପ୍ରତିଦିନ ଦୋକାନ ବଜାରର ଅବ୍ୟବହୃତ ଅଳିଆ ଆବର୍ଜନାକୁ ରାସ୍ତା କଡ଼ରେ ପକାଇ...

Advertisement
Archives

Model This Week