୮୦ବର୍ଷିୟା ଆମ୍ମା ହେଲେ ଅନ୍ତର୍ଜାତୀୟ ଷ୍ଟାର୍‌

ଯୋଦ୍ଧାଇୟା ବାଇ ବୈଗା। ବୟସ ୮୦। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଉମରିଆ ଜିଲାର ଏକ ଛୋଟ ଗ୍ରାମ ଲୋଢାରେ ରୁହନ୍ତି ସେ। ପାଠ ଆଦୌ ପଢି ନ ଥିଲେ ମଧ୍ୟ ନିଜ ଅଦ୍ଭୁତ କଳା ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଷ୍ଟାର୍‌ ପାଲଟିଯାଇଛନ୍ତି। ଯୋଦ୍ଧାଇୟା ବାଇ ଖୁବ୍‌ ଭଲ ଚିତ୍ର ଆଙ୍କନ୍ତି। ଇଟଲୀର ମିଲାନ ସହରରେ ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ସ୍ଥାନ ପାଇଛି। ପାଖାପାଖି ୪୦ ବର୍ଷ ହେବ ଯୋଦ୍ଧାଇୟା ବାଇ ଚିତ୍ର ଆଙ୍କୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସେ ସାଧା କାଗଜରେ ତାଙ୍କ ଚିତ୍ର ଆଙ୍କୁ ଆଙ୍କୁ ତାହା ଅଭ୍ୟାସରେ ପରିଣତ ହୋଇଯାଇଥିଲା। ତା’ପରଠୁ ଚିତ୍ର ଆଙ୍କିବା ଯେପରି ନିଶା ପାଲଟିଗଲା। ଏହାକୁ ସେ ଏକ ପେଶା ଭାବେ ଗ୍ରହଣ କରିନେଲେ। ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଚିତ୍ର ସ୍ଥାନ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଯୋଦ୍ଧାଇୟା ବାଇ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର: ଏଭଳି ହେବ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟାରେ ହେବ। ଏଥିରେ ଅଧିକ ମହିଳା ଓ ପ୍ରଶାସନିକ ଅନୁଭୂତି ଥିବା ବ୍ୟକ୍ତିଙ୍କୁ ସ୍ଥାନ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୭ ଲକ୍ଷ ୮୫ ହଜାର ଭୋଟର

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ୪୭ ଲକ୍ଷ ୮୫ ହଜାର ୯ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ...

ମୁମ୍ବାଇର ୨୩୬ କୋଠାରେ ବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ: ବିଏମସିର ଚେତାବନୀ…

ମୁମ୍ବାଇ,୨୭।୫ : ବର୍ଷା ଋତୁ ପୂର୍ବରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ୨୩୬ କୋଠାରେ ବାସକରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ବମ୍ବେ ମ୍ୟୁନିସପାଲ...

‘ଅତି ଲୋଭରୁ ତନ୍ତୀ ମରେ’; ବିଶ୍ୱାସ କରୁ ନ ଥିଲେ ଭିଡିଓ ଦେଖନ୍ତୁ…

କୁହାଯାଏ ଲୋଭ ଦୁଃଖର କାରଣ। ଯଦି ଆପଣ ଏକଥାରେ ଅବିଶ୍ୱାସ କରୁଥାନ୍ତି ତେବେ ଏକ ମାଙ୍କଡର ଭାଇରାଲ ହେଉଥିବା ଭିଡିଓ ଦେଖିନିଅନ୍ତୁ। ଭିଡିଓ ଦେଖିବା ପରେ...

ନିର୍ଣ୍ଣାୟକ ହେବ ଆଜିର ରାୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି।...

ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଦିନକ ପରେ ଶୁକ୍ରବାର...

ସେନାରେ ଯୋଗଦେବେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

ଡେରାଡୁନ୍‌,୧୯ା୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଗତବର୍ଷ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଙ୍କ ସ୍ତ୍ରୀ ନିକିତା କୌଲ୍‌ ଖୁବ୍‌ଶୀଘ୍ର...

ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ୍‌,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍‌ରେ। ମୃତକ ହେଲେ ୩୫...

Advertisement
Archives

Model This Week