୭୫ ଟଙ୍କା ଛୁଇଁଲା ପେଟ୍ରୋଲ, ଡିଜେଲ ୬୬

ନୂଆଦିଲ୍ଲୀ,୧୦-୧୨:ସୋମବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୬୬ ଟଙ୍କା ଛୁଇଁଛି। ଗତ ଏକ ବର୍ଷ ମଧ୍ୟରେ ଏହା ସବୁଠାରୁ ସର୍ବୋଚ୍ଚ ସ୍ତର। ଉତ୍ପାଦନ ମୂଲ୍ୟ ବଢିବା ଯୋଗୁ ତୈଳ ବିପଣନ କମ୍ପାନୀଗୁଡିକୁ ସେମାନଙ୍କ ଉତ୍ପାଦ ମୂଲ୍ୟ ବଢାଇଥିବା ଜଣାପଡିଛି। ସୋମବାର ପେଟ୍ରୋଲ ଦର ୫ ପଇସା ବଢିଥିବା ବେଳେ ଡିଜେଲ ଦର ୧୦ ପଇସା ବଢିଛି। ନଭେମ୍ବର ୯ ପରଠାରୁ ପେଟ୍ରୋଲ ଦରରେ ଏଭଳି ବୃଦ୍ଧି ପରିଲକ୍ଷିତ ହେଉଛି। ଗତ ଗୋଟିଏ ମାସ ମଧ୍ୟରେ ପେଟ୍ରୋଲ ଦର ମୋଟ ୨.୩୦ ଟଙ୍କା ବଢିଛି। ସୌଦି ଆରବର ଆରାମକୋ ତୈଳ ଫିଲ୍ଡ ଉପରେ ଡ୍ରୋନ ଆକ୍ରମଣ ହେବା ପରେ ଇନ୍ଧନ ଦର ହଠାତ ବୃଦ୍ଧି ଘଟିଥିଲା। ଏହାପରେ ଏଥିରେ ସାମାନ୍ୟ ବିରତି ଲାଗି ଥିଲା। ଏହା ୭୪.୬୧ ଟଙ୍କାରୁ ୭୨.୬୦ ଟଙ୍କାକୁ ଖସିଥିଲା। ମାତ୍ର ନଭେମ୍ବର ୯ ପରେ ପୁଣିଥରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ଏହି ସମୟ ମଧ୍ୟରେ ଡିଜେଲ ଦର ୬୭ ଟଙ୍କା ଛୁଇଁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର...

ବ୍ୟାଙ୍କ ସହ ସୂଚନା ବିନିମୟ କରିବ ଆୟକର ବିଭାଗ

ନୂଆଦିଲ୍ଲୀ,୨।୯: ଆୟକର ବିଭାଗ ପକ୍ଷରୁ ବ୍ୟାଙ୍କଗୁଡିକ ସହ ସୂଚନା ବିନିୟମ ହୋଇ ପାରିବ। ଟିଡିଏସ୍‌ କ୍ଷେତ୍ରରେ ରହୁଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ଲାଗି ଏଭଳି...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଏସ୍‌ବିଆଇର ଗୁରୁତ୍ୱ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଡେପୁଟି ଏମ୍‌ଡି,ଏଫ୍‌ଆଇ ଆଣ୍ଡ ଏମ୍‌ଏସ୍‌ ଭର୍ଟିକାଲ ଶାଖାକୁ ବମ୍ବେରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀ...

ଭାରତ ଆସିବନି ଗ୍ରେଟ୍‌ ୱାଲ୍‌ ମୋଟର୍ସ

ନୂଆଦିଲ୍ଲୀ,୩।୭: ଭାରତରେ ୧୦୦କୋଟି ଡଲାର ନିବେଶ କରିବାକୁ ଚାଇନା ଅଟୋମୋବାଇଲ କମ୍ପାନୀ ‘ଗ୍ରେଟ୍‌ ୱାଲ୍‌ ମୋଟର୍ସ’ ଯୋଜନା କରିଥିଲା। ଏପରିକି ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ...

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା...

ଭାରତ ହେବ ମୋବାଇଲ ମାନୁଫାକ୍‌ଚରିଂ ହବ୍‌

ନୂଆଦିଲ୍ଲୀ,୨।୮: ଭାରତ ମୋବାଇଲ ଉତ୍ପାଦନରେ ଏକ ହବ୍‌ ହେବାକୁ ଯାଉଛି। ଉତ୍ପାଦନ ଲାଗି ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ଯୋଜନାର ଲାଭ ନେବାକୁ ୨୨ ନୂଆ...

ଶୁଳ୍କ ହ୍ରାସ ସତ୍ତ୍ୱେ ୧୦୦ ଉପରେ ପେଟ୍ରୋଲ

ଭୁବନେଶ୍ୱର,୨୩।୫: ବର୍ତ୍ତମାନ ସାରା ଦେଶରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା, ଆଲୋଚନା ଓ ଆନ୍ଦୋଳନ ଜାରି ରହିଛି। ଏପରିକି ବିରୋଧୀ...

Advertisement
Archives

Model This Week