୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୭୩ ବର୍ଷ ଧରି ଏହି ମନ୍ଦିର ବନ୍ଦ ରହିଥିଲା। ବାଲୁଚିସ୍ତାନରେ ଥିବା କଟାସରାଜ ମନ୍ଦିର ପ୍ରଥମ ଥର ପାଇଁ ଦେଶ ବିଭାଜନ ପରେ ଖୋଲା ଯାଇଛି। ଫେବୃୟାରୀ ୨୧ରେ ଏଠାରେ ସାମ୍ପ୍ରଦାୟିକ ସଦ୍‌ଭାବ ଅନ୍ତର୍ଗତ ଶିବରାତ୍ରି ପାଳନ କରାଯିବ ବୋଲି ଏକ୍ୟୁ ଟ୍ରଷ୍ଟ୍‌ ପ୍ରପର୍ଟି ବୋର୍ଡର ଅତିରିକ୍ତ ସଚିବ ଫରାଜ ଅବାସ୍‌ ସୂଚନା ଦେଇଛନ୍ତି। କଟାସରାଜ ମନ୍ଦିର ସହିତ ଚଳିତ ଥର ପେଶାଓ୍ବର, ମୁଜଫରାବାଦ୍‌, ଲାହୋର ଏବଂ ରାଓ୍ବଲପିଣ୍ଡିରେ ଥିବା ଶିବମନ୍ଦିରରେ ମଧ୍ୟ ଶିବରାତ୍ରି ପାଳନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମ୍‌ କାର୍ଡରେ ସୋନୁ

ନୂଆଦିଲ୍ଲୀ: ସିମ୍‌କାର୍ଡରେ ସୋନୁ ସୁଦଙ୍କ ଫଟୋ। ଏତେ ଛୋଟ ସ୍ଥାନରେ ସୋନୁଙ୍କ ଫଟୋକୁ ନିଖୁଣ ଭାବେ ଅଙ୍କିଛନ୍ତି କଳାକାର ସୋମିନ୍‌। ସିମକାର୍ଡରେ ସୋନୁଙ୍କ ମୁହଁର ଅବିକଳ...

ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..

ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଲାହୋର,୨ା୭ (ପି.ଟି.): ଏକ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ସୋମବାର ଗିରଫ କରାଯାଇଛି। ଜର୍ଦ୍ଦାରୀ...

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା...

ୟୁକ୍ରେନ୍‌ ଶରଣାର୍ଥୀ ସଂଖ୍ୟା ୪୫ ଲକ୍ଷ ଟପିଲା…

ଜେନେଭା, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୫ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ...

ବିଶ୍ୱ ରେକର୍ଡ କଲେ ଓବାମା: ଏତିକି ଟଙ୍କାରେ ବିକ୍ରି ହେଲା ହାଇସ୍କୁଲ ଜର୍ସି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୧୯୭୯ରେ ହାୱାଇର ପୁନାହୌ ସ୍କୁଲରେ ବାସ୍କେଟବଲ ମ୍ୟାଚ ସମୟରେ ପିନ୍ଧିଥିବା ଜର୍ସି ୧୯୨,୦୦୦ ଡଲାର ଅର୍ଥାତ୍‌ ୧ କୋଟି...

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ...

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

Advertisement
Archives

Model This Week