୬ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଲା ଟଙ୍କା

ନୂଆଦିଲ୍ଲୀ,୨୦-୮: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଧାରା ଲାଗି ରହିଛି। ସୋମବାର ଏହା ୨୯ ପଇସା ହ୍ରାସ ସହ ୬ ମାସର ସର୍ବନିମ୍ନ ସ୍ତର ୭୧.୪୩ ରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ତଥା ବିଦେଶରେ ଅନ୍ୟ ମୁଦ୍ରା ତୁଳନାରେ ଡଲାର ଦୃଢ଼ ହେବା ଯୋଗୁ ଭାରତୀୟ ମୁଦ୍ରା ଟଙ୍କାକୁ ନେଇ ଧାରଣା ପ୍ରଭାବତ ହୋଇଛି। ବଜାର ସୂତ୍ର ଅନୁଯାୟୀ ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ସରକାରଙ୍କ ହସ୍ତକ୍ଷେପକୁ ଅପେକ୍ଷା କରାଯାଇଛି। ଖୁବଶୀଘ୍ର ଉତ୍ସାହଜନକ ପ୍ୟାକେଜ ଘୋଷଣା କରାଯିବ ବୋଲି ଆଶାକରାଯାଉଛି। ସୋମବାର ଆନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ସ୍ଥିତି ଭଲ ନ ଥିଲା। ଏହା ଆରମ୍ଭରୁ ନିମ୍ନ ସ୍ତର ଆଡକୁ ଗତି କରିି ଚାଲିଥିଲା। ଦିନର କାରବାର ଶେଷରେ ଏହା ୨୯ ପଇସା ହ୍ରାସ ସହ ୭୧.୪୩ରେ ବନ୍ଦ ହୋଇଛି। ଫେବୃୟାରୀ ୭ ପରେ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସେହିଦିନ ଏହା ଡଲାର ବିନିମୟରେ ୭୧.୪୫ ସ୍ତରରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସିଆଇଆଇ ସହ ଜେଏସ୍‌ଏଲ୍‌ର ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୨।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର...

ଦୁର୍ଦ୍ଦଶାଗ୍ରସ୍ତଙ୍କୁ ଯୁବ ଉଦ୍ୟୋଗୀଙ୍କ ସହାୟତା

କଟକ,୧୩।୪: କରୋନା ପାଇଁ ବର୍ତ୍ତମାନ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଏବେ ବଢ଼ିଯାଇଛି। ସମାଜର ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି...

ଇପିଏଫ୍‌ ସୁଧ ହାର ୮.୬୫ ପ୍ରତିଶତ ହେବା ସମ୍ଭାବନା: ମାର୍ଚ୍ଚ ୫ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ...

ଆଇପିଓ ପ୍ରସ୍ତାବକୁ ଏଲ୍‌ଆଇସି କର୍ମଚାରୀ ସଂଘର ବିରୋଧ

ମୁମ୍ବାଇ,୫-୨: ଏଲ୍‌ଆଇସିରେ ଅଂଶଧନ ବିକ୍ରି ନେଇ ସରକାର ବଜେଟରେ ପ୍ରସ୍ତାବ ରଖିଛନ୍ତି। ଏହାର ଆଇପିଓ ଆସନ୍ତା ଆର୍ଥିକ ଦ୍ୱିତୀୟ ତ୍ରୈମାସରେ ଆସିପାରେ ବୋଲି କୁହାଯାଇଛି। ଏହି...

୧୦,୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା...

ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ...

୨୦ରୁ ଆଦାୟ ହେବ ଟୋଲ୍‌ ଟାକ୍ସ

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରେ ଟୋଲ୍‌ ଟାକ୍ସ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ...

ଡ. ଶେଷ କିଷାନ ଫାର୍ମାର ଶୁଭାରମ୍ଭ

ଭୁବନେଶ୍ୱର,୧୯।୯: ଓଡ଼ିଶାର ବହୁ ଚର୍ଚ୍ଚିତ ତଥା ମେଧାବୀ ଛାତ୍ର ଶେଷ କିଷାନଙ୍କ ସ୍ବପ୍ନ ଆଜିଠାରୁ ବାସ୍ତବ ରୂପରେ ସାକାର ହୋଇଛି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ...

Advertisement
Archives

Model This Week